ନିର୍ବାଚନ ଲଢିବେନି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ

Odisha Politics: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ନିର୍ବାଚନରୁ ଓହରିଥିବା ସୂଚନା ମିଳିଛି । ଦେବେନ୍ଦ୍ରଙ୍କ ସ୍ଥାନରେ ତାଙ୍କ ଝିଅ ଦେବସ୍ମିତା ଶର୍ମା ପ୍ରାର୍ଥୀ ହେବେ ବୋଲି ଦେବେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି ।

ନିର୍ବାଚନ ଲଢିବେନି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ

About the Author