Heat Wave: ମିଳିବ ଆଶ୍ବସ୍ତି! କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା

Heat Wave: ରବିବାର ତାତି ରେକର୍ଡ଼ ଭାଙ୍ଗିଥିବା ବେଳେ ଲଗାତର ୩ ଦିନ ହେବ ଜଳୁଛି ସାରା ଓଡ଼ିଶା । ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ଥିବା ରେକର୍ଡ଼ ହୋଇଛି । ଖାଲି ସେତିକି ନୁହେଁ, ୯ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ଼ ହୋଇଛି ।

Heat Wave: ମିଳିବ ଆଶ୍ବସ୍ତି! କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା

About the Author