Heat Wave: ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା

Heat Wave: ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ ଜାରି ରହିଛି । ଯାହା ଫଳରେ ରାଜ୍ୟରେ ତାତି ବଢିବାରେ ଲାଗିଛି ।

Heat Wave: ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା

About the Author