Odisha News: ୨୨୩ କଲେଜ ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ
Advertisement

Odisha News: ୨୨୩ କଲେଜ ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ

Higher education department:  ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ୨୩୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ ନେଇ ନିଷ୍ପତ୍ତି ନେଲା ବିଭାଗ । ସୂଚନା ଅନୁଯାୟୀ,  ବିଭାଗ ପକ୍ଷରୁ ବାରମ୍ବାର ସୂଚନା ସତ୍ତ୍ବେ ୨୨୩ କଲେଜ ପ୍ରିନ୍ସପାଲଙ୍କ ମାନେ ଆବଶ୍ୟକ ସୂଚନା ପ୍ରଦାନ କରିବା ନେଇ ବିଫଳ ହୋଇଥିଲେ । 

ସୌ(ସୋସିଆଲ ମିଡିଆ)

Higher education department Hold the salary: ଉଚ୍ଚ ଶିକ୍ଷା ବିଭାଗର (Higher education department of odisha) କଡ଼ା ପଦକ୍ଷେପ । ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ୨୩୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ ନେଇ ନିଷ୍ପତ୍ତି ନେଲା ବିଭାଗ । ସୂଚନା ଅନୁଯାୟୀ,  ବିଭାଗ ପକ୍ଷରୁ ବାରମ୍ବାର ସୂଚନା ସତ୍ତ୍ବେ ୨୨୩ କଲେଜ ପ୍ରିନ୍ସପାଲଙ୍କ ମାନେ ଆବଶ୍ୟକ ସୂଚନା ପ୍ରଦାନ କରିବା ନେଇ ବିଫଳ ହୋଇଥିଲେ । ଏହାସହ ସମସ୍ତ ମହାବିଦ୍ୟାଳୟର ଅଧ୍ଯକ୍ଷ ଓ ମୁଖ୍ୟ କିରାଣୀ ଉଚ୍ଚ ଶିକ୍ଷା ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ମଧ୍ଯ ଉତ୍ତର ଦେଉନଥିବାରୁ ଏହି କଠୋର ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ । ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଓ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ0ର ବୁଫଳତା ବୋଲି କୁହାଯାଇଛି । ତେବେ ଏପରି ଅବହେଳା ଲାଗି ମଇ ମାସର ଦରମା ବନ୍ଦ କରିବା ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ସୂଚନା ଲାଗି ଅପେକ୍ଷା କରାଯାଇଛି...

 

Also Read: Road Accident: ସମ୍ପର୍କୀୟଙ୍କ ସୁଧିକ୍ରିୟା ସାରି ଫେରୁଥିଲା ବେଳେ ଖାତକୁ ଖସିଲା କାର୍, ଘଟଣାସ୍ଥଳରେ ଚାଲିଗଲା ୫ ଜୀବନ

Also Read: Weather Update: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୩ ଦିନ ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!