ଭିତର ଭଣ୍ଡାର ଜରାଜୀର୍ଣ୍ଣ; ବ୍ୟାପକ ମରାମତିର ଆବଶ୍ୟକତା ରହିଛି: ଜଷ୍ଟିସ୍ ରଥ

Puri Ratna Bhandar: ୧୯୮୫ ମସିହାରେ ବଳଭଦ୍ରଙ୍କ ଚିତା ଲାଗି ପାଇଁ ଏହି ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ରେକର୍ଡ ରହିଛି। ମନ୍ଦିରର ନିର୍ଦ୍ଧାରିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସମସ୍ତ ଆଲମିରା ଓ ବାକ୍ସ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଘରର କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିପାରିବ ନାହିଁ। ତେବେ ଚେମ୍ବର ଭିତରେ ପାଣି ଲିକ୍ ହେବାର କୌଣସି ଚିହ୍ନନଥିବା ସେ ଉଲ୍ଲେଖ କରିଛନ୍ତି।

ଭିତର ଭଣ୍ଡାର ଜରାଜୀର୍ଣ୍ଣ; ବ୍ୟାପକ ମରାମତିର ଆବଶ୍ୟକତା ରହିଛି: ଜଷ୍ଟିସ୍ ରଥ
Image Credit: Ratna Bhandar

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More