ଆଇପିଏସ ସ୍ତରରେ ଅଦଳବଦଳ, ୩ ଅଫିସରଙ୍କ ବଦଳି
Advertisement
Article Detail0/zeeodisha/odisha1944811

ଆଇପିଏସ ସ୍ତରରେ ଅଦଳବଦଳ, ୩ ଅଫିସରଙ୍କ ବଦଳି

ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ୩ଜଣ ଦକ୍ଷ ଆଇପିଏସ ଅଫିସର (IPS Officer)ଙ୍କୁ ବଦଳି କରାଯାଇଛି । ୩ଜଣ ଆଇପିଏସ ଅଫିସରଙ୍କ ମଧ୍ୟରେ ରହିଛନ୍ତି ବି ଗଙ୍ଗାଧର (IPS B. Gangadhar), ଏସ ସୁଶ୍ରୀ ( IPS S. Shushree), ରୋହିତ ଭର୍ମା (IPS Rohit Varma) ।

ଆଇପିଏସ ସ୍ତରରେ ଅଦଳବଦଳ, ୩ ଅଫିସରଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ୩ଜଣ ଦକ୍ଷ ଆଇପିଏସ ଅଫିସର (IPS Officer)ଙ୍କୁ ବଦଳି କରାଯାଇଛି । ୩ଜଣ ଆଇପିଏସ ଅଫିସରଙ୍କ ମଧ୍ୟରେ ରହିଛନ୍ତି ବି ଗଙ୍ଗାଧର (IPS B. Gangadhar), ଏସ ସୁଶ୍ରୀ ( IPS S. Shushree), ରୋହିତ ଭର୍ମା (IPS Rohit Varma) ।

ପୂର୍ବରୁ ଆଇପିଏସ ବି ଗଙ୍ଗାଧର ମୟୁରଭଞ୍ଜରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।  ଆଇପିଏସ ଏସ ସୁଶ୍ରୀ ନବରଙ୍ଗପୁର ଏସପି ଭାବରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ତାଙ୍କୁ ମୟୁରଭଞ୍ଜ ଏସପି ବାବରେ ବଦଳି କରାଯାଇଛି । ସେହିପରି ଆଇପିଏସ ଅଫିସର ରୋହିତ ଭର୍ମା ବାଲିଗୁଡାରେ ଏସଡିପିଓ ଭାବରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ତାଙ୍କୁ ନବରଙ୍ଗପୁରକୁ ଏସପି ଭାବରେ ବଦଳି କରାଯାଇଛି ।

Also Read- Onion Price: ଶସ୍ତାରେ ପିଆଜ ବିକିବ NCCF, ଜାଣନ୍ତୁ କେତେ ଦାମରେ ମିଳିବ

Also Read- Ollywood News: ସାମ୍ୱାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେଲେ ଟୁଟୁ ନାୟକ