ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣାରେ ମିଳିଲା କୋଟିଏ ଟଙ୍କାର ଅଳଙ୍କାର

Two lootera arrested: ଗତ ସେପ୍ଟେମ୍ବର ମାସ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା, ରୁପା ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ଏକ ମାସ ପରେ ପୋଲିସକୁ ସଫଳତା ମିଳିଛି। ଚୋରି ଅଳଙ୍କାର ମଧ୍ୟରୁ ୩୦ କେଜି ରୁପା, ୪୦୦ ଗ୍ରାମ ସୁନା ଅଳଙ୍କାର ସହ ୪୦ ହଜାର ଟଙ୍କା ଜବତ କରିଛି ପୁଲିସ।

ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣାରେ ମିଳିଲା କୋଟିଏ ଟଙ୍କାର ଅଳଙ୍କାର

About the Author