State Fire Department: ଶକ୍ତି ବଢାଇଲା ରାଜ୍ୟ ଅଗ୍ନିଶମ ବିଭାଗ ଏଣିକି ନିଆଁ ଲିଭାଇବ ରୋବୋଟ

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗକୁ ମିଳିଲା ନୂଆ ଉପକରଣ। ଫଳରେ ଅଗ୍ନିଶମ ବିଭାଗ ଶକ୍ତି ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ମିଶନ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ୨୪ଟି ଫାୟାର ଫାଇଟିଂ ରୋବୋଟିକ ମନିଟର, ୧୨ଟି ମର୍ଚୁରି, ୧୦ଟି ତାଲିମପ୍ରାପ୍ତ କୁକୁରକୁ ବିଭାଗରେ ସାମିଲ କରାଯାଇଛି। ରାଜ୍ୟରେ ପ୍ରଥମ କରି ରୋବୋଟ

State Fire Department: ଶକ୍ତି ବଢାଇଲା ରାଜ୍ୟ ଅଗ୍ନିଶମ ବିଭାଗ ଏଣିକି ନିଆଁ ଲିଭାଇବ ରୋବୋଟ

About the Author