Arpana Rice: ଚାଉଳକୁ ନେଇ ଉଠିଥିବା ଗୁଜବର ଅନ୍ତ, ସଂଗୃହିତ ଚାଉଳରେ ହେଲା ମହାପ୍ରସାଦ

Parikrama Prakalpa Arpana Rice: ଦ୍ୱିତୀୟ ଭୋଗମଣ୍ଡପ,ମଧ୍ଯାନ୍ନଧୂପ,ସଂନ୍ଧ୍ୟାଧୂପରେ ପ୍ରାୟ ୧୦୦ହାଣ୍ଡି ପ୍ରସାଦ ବଣ୍ଟନ କରିବା ପାଇଁ ବ୍ଯବସ୍ଥା କରାଯାଇଛି। ସେପଟେ ପ୍ରତି ଧୂପ ପରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ପାନରେ ଗୁଆ ବ୍ଯବହାର କରାଯିବ। ନଡିଆ ମଧ୍ୟ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ବିଭିନ୍ନ ପ୍ରକାର ପିଠା ପଣାରେ ବ୍ଯବହାର କରାଯିବ।

Arpana Rice: ଚାଉଳକୁ ନେଇ ଉଠିଥିବା ଗୁଜବର ଅନ୍ତ, ସଂଗୃହିତ ଚାଉଳରେ ହେଲା ମହାପ୍ରସାଦ

About the Author