Elephant attack: ଢେଙ୍କାନାଳରେ ହାତୀ ଆତଙ୍କ, ପାଦରେ ଦଳି ନେଲା ଜୀବନ

Elephant attack: ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଅଞ୍ଚଳରେ ଆଜି ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ବିରିଖୁଣ୍ଟି ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ଜୀବନ ଯାଇଥିବା ସୂଚନା ମିଳିଛି ।

Elephant attack: ଢେଙ୍କାନାଳରେ ହାତୀ ଆତଙ୍କ, ପାଦରେ ଦଳି ନେଲା ଜୀବନ

About the Author