Airtel Recharge Plan: ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ବଡ଼ ଲାଭ
Advertisement

Airtel Recharge Plan: ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ବଡ଼ ଲାଭ

Airtel Recharge Plan: ନିଜ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ସହିତ OTT ପ୍ରିପେଡ୍ ଯୋଜନା ରଖିଛି ଏୟାରଟେଲ । ଯଦି ଆପଣ ମଧ୍ୟ ଏୟାରଟେଲ୍ ପ୍ରିପେଡ୍ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ବର୍ତ୍ତମାନ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କୁ ଏକ ବିଶେଷ ଉପହାର ଦିଆଯିବ । ଆପଣ ଏୟାରଟେଲରେ ପ୍ରିପେଡ୍ ଯୋଜନାରେ ନେଟଫ୍ଲିକ୍ସ ଏବଂ ଡିଜନି + ହଟଷ୍ଟାରର ମାଗଣା ମେମ୍ୱରସିପ୍ ପାଇପାରିବେ ।

Airtel Recharge Plan: ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ବଡ଼ ଲାଭ

Airtel Recharge Plan: ଏୟାରଟେଲ ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ ଅପରେଟର ବୋଲି ବିବେଚନା କରାଯାଏ । ନିଜ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ସହିତ OTT ପ୍ରିପେଡ୍ ଯୋଜନା ରଖିଛି ଏୟାରଟେଲ । ଯଦି ଆପଣ ମଧ୍ୟ ଏୟାରଟେଲ୍ ପ୍ରିପେଡ୍ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ବର୍ତ୍ତମାନ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କୁ ଏକ ବିଶେଷ ଉପହାର ଦିଆଯିବ । ଆପଣ ଏୟାରଟେଲରେ ପ୍ରିପେଡ୍ ଯୋଜନାରେ ନେଟଫ୍ଲିକ୍ସ ଏବଂ ଡିଜନି + ହଟଷ୍ଟାରର ମାଗଣା ମେମ୍ୱରସିପ୍ ପାଇପାରିବେ ।

ଏୟାରଟେଲ ଏହାର ଆଗାମୀ ପ୍ରିପେଡ୍ ଯୋଜନାରେ ବଡ଼ ପରିବର୍ତ୍ତନ କରିଛି । ଯେଉଁଥିରେ ଦୀର୍ଘ ବୈଧତା ସହିତ ଦୁଇଟି ଯୋଜନା OTT ସୁବିଧା ସହିତ ଉପଲବ୍ଧ ହେବ । ଏହି ଦୁଇଟି ଯୋଜନାର ବୈଧତା ୮୪ ଦିନ ପର୍ଯ୍ୟନ୍ତ ଆପଣ ଲାଭ ଉଠାଇପାରିବେ । ଏହି ଯୋଜନାରେ ଅସୀମିତ ଭଏସ୍ କଲିଂ ଏବଂ ଅସୀମିତ 5G ଡାଟା ଭଳି ସୁବିଧା ଗ୍ରାହକଙ୍କ ପାଇଁ ରଖାଯାଇଛି ।

୧,୪୯୯ ଟଙ୍କାର ପ୍ଲାନ
ଏୟାରଟେଲର ଏହି ପ୍ଲାନରେ ଆପଣ ୮୪ ଦିନର ବୈଧତା ପାଇବେ । ଯେଉଁଥିରେ ପ୍ରତ୍ୟକଦିନ 3GB ଇଣ୍ଟରନେଟ ଡାଟା, ଅସୀମିତ ଭଏସ୍ କଲିଂ ସହିତ ଆପଣ ପ୍ରତିଦିନ ୧୦୦ SMS ମଧ୍ୟ ପାଇବେ । ଆପଣ ମାତ୍ର ୧,୪୯୯ ଟଙ୍କାରେ ଏହି ସୁବିଧା ପାଇପାରିବେ । ଏହି ପ୍ଲାନର ବୈଧତା ଅବଧି ପାଇଁ ନେଟଫ୍ଲିକ୍ସ ମେମ୍ୱରସିପ୍ ମିଳିଥାଏ ।

ମାଗଣା ଡିଜନି + ହଟଷ୍ଟାର
୮୪ ଦିନର ପୂର୍ଣ୍ଣ ବୈଧତା ସହିତ ଏହି ପ୍ଲାନ ମାତ୍ର ୮୬୯ ଟଙ୍କାରେ ଆପଣ ପାଇପାରିବେ । ଯେଉଁଥିରେ ଆପଣଙ୍କୁ ଦୈନିକ 2GB ଇଣ୍ଟରନେଟ ସୁବିଧା ମିଳିବ । ଏହା ବ୍ୟତୀତ, ସମସ୍ତ ନେଟୱାର୍କକୁ ପ୍ରତିଦିନ ୧୦୦ ଟି SMS ଆପଣ ପଠାଇପାରିବେ । କେବଳ ସେତିକି ନୁହେଁ ଅସୀମିତ କଲିଂର ଲାଭ ଆପଣ ନେଇପାରିବେ । ଏହି ପ୍ଲାନରେ ୩ ମାସ ପାଇଁ ଡିଜନି + ହଟଷ୍ଟାର (Disney+ Hotstar) ସବସ୍କ୍ରିପସନ୍ ସୁବିଧା ମିଳୁଛି ।

Also Read- Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ

Also Read- ମୋଦୀଙ୍କୁ ନବୀନଙ୍କ ପ୍ରଶଂସା: ଭାରତକୁ ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ