ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ

ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟରେ କପି ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସ୍କୁଲର ପିଅନ ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି । ପୋଲିସ ପିଅନଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି ।

ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ

About the Author