Odisha News: ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହକୁ ଗାଁକୁ ଆଣିବାକୁ ସରକାରଙ୍କୁ ଗୁହାରି

Odisha News: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ। ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶରୀର ଗାଁକୁ ଆଣିବାକୁ ସରକାରଙ୍କୁ ଗୁହାରୀ କରୁଛନ୍ତି ପରିବାର ସହ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଝିକିରିମ୍ବା ଗାଁରେ। ମୃତ ଦାଦନ ହେଲେ ଗଙ୍ଗା ମଳିକ।

Odisha News: ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହକୁ ଗାଁକୁ ଆଣିବାକୁ ସରକାରଙ୍କୁ ଗୁହାରି

About the Author