Odisha News: ସମାଜରୁ ବାସନ୍ଦ ହୋଇ ଦିନ କାଟୁଛନ୍ତି ୧୨ ପରିବାର, ଶୁଣୁନି ପ୍ରଶାସନ..

Odisha News: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୧୨ ପରିବାର ଦିନମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ସେମାନେ ଯେଉଁ ଜମିରେ ଘର କରି ରହିଛନ୍ତି, ତାହା ସରକାରଙ୍କର।

Odisha News: ସମାଜରୁ ବାସନ୍ଦ ହୋଇ ଦିନ କାଟୁଛନ୍ତି ୧୨ ପରିବାର, ଶୁଣୁନି ପ୍ରଶାସନ..