ପୁରୀ: ଏକାଦଶ ଦିନରେ ସରିଲା ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ । ଏହା ମଧ୍ୟରେ ଆଜି ଭିତର ରତ୍ନ ଭଣ୍ଡାରରେ ୬ ଦିନରେ ଗଣତି ସରିଛି।ପୂର୍ବ ନିର୍ଦ୍ଧାରିତ ଏସ ଓ ପି ଅନୁଯାୟୀ ଅପରାହ୍ନ 3 ଟା 30 ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ରୁ ବାହାରି ଶ୍ରୀମନ୍ଦିର ଯାଇଥିଲେ ରତ୍ନ ଭଣ୍ଡାର ତଦାରଖ ଟିମ୍ ।
Video: ଚାହୁଁ ଚାହୁଁ ନାଲି ହୋଇଗଲା ପୁରୀ ଆକାଶ । ଶ୍ରୀମନ୍ଦିର ଉପରେ ଆକାଶରେ ଟହ ଟହ ନାଲି ରଙ୍ଗ ଚ୍ଛାଇଗଲା । ପ୍ରାୟ ୧୫ ମିନିଟ୍ କାଳ ସବୁ ନାଲି ନାଲି ଦେଖାଗଲା । ସନ୍ଧ୍ୟାରେ ଏ ଦୃଶ୍ୟ ଦେଖି ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ହୋଇଛନ୍ତି । ହଠାତ୍ ଏଭଳି ଆକାଶର ନାଲି ରୂପ ଦେଖି ଅନେକ ଲୋକ ବିଭୋର ମଧ୍ୟ ହୋଇଛନ୍ତି ।
ପୁରୀ: ଆଜିଠାରୁ ପୁଣି ଖୋଲିବ ରତ୍ନ ଭଣ୍ଡାର। ଗତ ମାର୍ଚ୍ଚ ୨୫ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ବାହାର ଭଣ୍ଡାର ଗଣତି ହେବ। ବୁଧବାର ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ୍ ରହିବା ପରେ ପୁଣି ୧୩ ତାରିଖ ଏବଂ ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବ
ଭୁବନେଶ୍ୱର: ଗତ ୨୫ ତାରିଖରେ ହୋଇଥିବା ଗଣତିମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଗୋଟିଏ ଗଣତିମଣତିର ପ୍ରଥମ ପର୍ଯ୍ୟାୟ ସୁରୁଖୁରୁରେ ସରିଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ଏବେ ନୂଆ ବିବାଦ ସୃଷ୍ଟି କରିଛି। ପ୍ରଥମ ପର୍ଯ୍ୟାୟର ଗଣତିମଣତି ସୁରୁଖୁରୁରେ
ପୁରୀ: ରଥଖଳାରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ବୌଦ୍ଧ ଜିଲ୍ଲା ମାଧପୁର ବନଖଣ୍ଡରୁ ଆସି ପହଞ୍ଚିଛି ୨୮ ଖଣ୍ଡ ଅସନ କାଠ । ୨୦ ଫୁଟିଆ ୧୯ଟି ଓ ୧୨ ଫୁଟିଆ ୯ଟି କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ୮୧୮ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୪୭ ଖଣ୍ଡ କାଠ ବଳକା ରହିଛି । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ଧଉରା ଓ ଅସନ ମିଶାଇ ୧୨୬ଟି କାଠ ରଥଖଳାରେ ପହଞ୍ଚିଛି ।
ପର୍ବପର୍ବାଣି ସମୟରେ ବନ୍ଦ ରହିବ ଗଣତିମଣତି । ୧୯୭୮ ମସିହା ରିପୋର୍ଟ ସହ ଅଳଙ୍କାର ମେଳକ କରାଯିବ ।
ପୁରୀ: ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରି ଘଣ୍ଟା ବିଳମ୍ବିତ ହୋଇଥିଲା। ଏହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ଘଟଣା ସମୟରେ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଜାମସେଦପୁରର କଡମା (ମେରାଇନ୍ ଡ୍ରାଇଭ୍) ଠାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେ କହିଥିଲେ, "ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା ଭେଦଭାବରେ ସମଗ୍ର ମାନବଜାତି ଉପରେ ସମାନ ଭା
ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ୫ଟା ପରିବର୍ତ୍ତେ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।
ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ମହେଶ ସୂଚନା ଦେଇଛନ୍ତି ଯେ, ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ ।
Jagannath Temple: ਸੋਸ਼ਲ ਮੀਡੀਆ 'ਤੇ ਇੱਕ ਵੀਡੀਓ ਵਾਇਰਲ ਹੋ ਰਿਹਾ ਹੈ ਜਿਸ ਵਿੱਚ ਮੰਦਰ ਦੀ ਚੋਟੀ ਦੇ ਉੱਪਰ ਪੰਛੀਆਂ ਦਾ ਝੁੰਡ ਦਿਖਾਈ ਦੇ ਰਿਹਾ ਹੈ। ਪ੍ਰਸਿੱਧ ਵਿਸ਼ਵਾਸ ਅਨੁਸਾਰ, ਇਸਨੂੰ ਇੱਕ ਅਸਾਧਾਰਨ ਘਟਨਾ ਮੰਨਿਆ ਜਾਂਦਾ ਹੈ। ਭਵਿੱਖ ਮਲਿਕਾ ਤੋਂ ਸੰਬੰਧਿਤ ਭਵਿੱਖਬਾਣੀਆਂ ਅਤੇ ਪੂਰੀ ਕਹਾਣੀ ਬਾਰੇ ਜਾਣੋ।
Jagannath Temple Viral Video : पुरी के जगन्नाथ मंदिर में ऐसी चीज नजर आई है जिसने लोगों को परेशान कर दिया है. यह घटना सदियों पहले की गई भविष्यवाणी का सच होना है, जो विनाश का इशारा देती है.
Odisha News: କାଳିଆର ଲୀଳା ଅପାର। ସେଇଥି ପାଇଁ ତ ସେ-ଲୀଳାମୟ। ତାଙ୍କର,ମହିମା କାହାକୁ ବା ଅଛପା ଅଛି। ଅସୁସ୍ଥତା ହେତୁ ମୋ’ ପୁଅ ବର୍ଷେ ହେବ କୋମାରେ।
ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ସେପଟେ ଭକ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଣୁ ଯଥାଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଯୋଜନା ହୋଇଛି। କିନ୍ତୁ ଧାଡ଼ି ଦର୍ଶନ ପାଇଁ ଯେଉଁ ରୢାମ୍ପ ପ୍ରସ୍ତୁତ ହୋଇଥିଲା ସେଥିରେ ତ୍ରୁଟି ଥିବା ଜଣାପଡ଼ିଛି। ପରିଚାଳନା କମିଟି ସଦସ୍ୟ ଏହାକୁ ଭୁବନେଶ୍ବରରେ ଯାଞ୍ଚ କଲାବେଳେ ଏଥିରେ
ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାେ ପ୍ରକଟ କରିଛନ୍ତି ଜିଲ୍ଲା ପ୍ରଶାସନ, ସେବାୟତ ଓ ପରଚାଳନା କମିଟି। ଦେଶର ଅନ୍ୟ ମନ୍ଦିତରରେ ଯେମିତି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ସେହିପରି ରାଜ୍ୟରେ ମଧ୍ୟ ଆପଣାଯିବାକୁ ସୂଚାଇଛନ୍ତି ସୁରକ୍ଷା କମିଟି। ଆଜି ସୁରକ୍ଷା କମିଟି ବୈଠକରେ ଏଲ ନେଇ ନିଷ୍ପତ୍ତି ହେବା ସହ ରାଜ୍ୟ ସରକାରଙ୍କ
Top 10 News Headlines: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।
Top 10 News Headlines: ବାରମ୍ବାର ସୋଶାଲ୍ ମିଡ଼ିଆରେ ନେତୃତ୍ୱଙ୍କ ଦୁର୍ବଳତାକୁ ଇଙ୍ଗିତ କରି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ବୁଧବାରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି। ଏହିକ୍ରମରେ ସକାଳ ୧୦ଟା ବେଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଝୁଲଣ ମଣ୍ଡପକୁ ମଧ୍ୟ ଭକ୍ତଙ୍କ ପ୍ରବେଶ ବାରଣ କରାଯିବ। ଏହି ସମୟରେ ପରିସରକୁ ଶୋଧ କରାଯିବା ସହ ରତ୍ନାଳଙ୍କାର ସ୍ଥାନାନ୍ତରଣ କରାଯିବ।
Top 10 News Headlines: ଭାରତ ସରକାର ଘୋଷଣା କରିଛନ୍ତି ଯେ ମାଲାୟଲମ ସିନେମାର ସୁପରଷ୍ଟାର ମୋହନଲାଲଙ୍କୁ ତାଙ୍କର ଦୀର୍ଘ ଏବଂ ସଫଳ କ୍ୟାରିଅର ପାଇଁ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ସମ୍ମାନିତ କରାଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines: ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ୪,୭୩୯ କୋଟି ଟଙ୍କାର ୨୫ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jagannath Temple News: ସୁରକ୍ଷା ଏବଂ ନିରୀକ୍ଷଣ ବୃଦ୍ଧି କରିବା ଲକ୍ଷ୍ୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରରେ ନିୟୋଜିତ ପୋଲିସ କର୍ମଚାରୀ ମାନଙ୍କୁ ଅତ୍ୟାଧୁନିକ ବଡି କ୍ୟାମେରା ସହିତ ସଜ୍ଜିତ କରାଯାଇଛି। ଯେଉଁଥିରେ ଅଡିଓ-ଭିଡିଓ ସଂରକ୍ଷଣ କ୍ଷମତା ରହିଛି।
Top 10 News Headlines: ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ବନକଲାଗି ରୀତି ପାଇଁ ଗୁରୁବାର ପୁରୀର ଜଗନ୍ନାଥ ମନ୍ଦିର ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।