BFF: ଜୟଦେବ ଭବନରେ ଆରମ୍ଭ ହେଲା ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଥମ ଦିନରେ ୫ ଓଡ଼ିଆ ସିନେମା ପ୍ରଦର୍ଶିତ

Bhubaneswar Film Festival: ଚଳଚ୍ଚିତ୍ର ଉତ୍ସବର ପ୍ରଥମ ଦିନର ପ୍ରଥମ ସୋ’ ରେ ନୀରଦ ମହାପାତ୍ରଙ୍କ ‘ମାୟା ମିରିଗ’ ପ୍ରଦର୍ଶିତ ହୋଇଥିଲା। ପରେ ପରେ ପାର୍ବତୀ ଘୋଷଙ୍କ ‘ଛ’ ମାଣ ଆଠ ଗୁଣ୍ଠ, ମନମୋହନ ମହାପାତ୍ରଙ୍କ ‘ଭିଜାମାଟିର ସ୍ୱର୍ଗ’, ସମ୍ବିତ ମହାନ୍ତିଙ୍କ ‘ହାଲୋ ଆର୍ସି’ ଏବଂ ଫିଲ୍ମସ୍ ଡିଭିଜନ ପ୍ରସ୍ତୁତ ‘ରିମେମ୍ବରିଂ ପ୍ରମୋଦ ପତି’ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା।

BFF: ଜୟଦେବ ଭବନରେ ଆରମ୍ଭ ହେଲା ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଥମ ଦିନରେ ୫ ଓଡ଼ିଆ ସିନେମା ପ୍ରଦର୍ଶିତ
Image Credit: Odisha bhubaneswar film festival begins

About the Author