Odisha Election 2024: ଉଠୁଛି ପଡୁଛି ପାରଦୀପ, ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ବାପି ସର୍ଖେଲ

Odisha Election 2024: ନିର୍ବାଚନ ପାଇଁ ବେଶ୍ ସରଗରମ୍ ରହିିଛି ରାଜ୍ୟ ରାଜନୀତି। ପାରାଦୀପରେ ମଧ୍ୟ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି। ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ।

Odisha Election 2024: ଉଠୁଛି ପଡୁଛି ପାରଦୀପ, ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ବାପି ସର୍ଖେଲ

About the Author