ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ, ଜାଣନ୍ତୁ ଏହାର ବିଶେଷତା

Mo Bus New Mobile App: ଏହି ନୂତନ ଆପ୍ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍ ବୁକ୍ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ୍ ପହଞ୍ଚିବା ପୁର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ଆପଣ ଆପଣଙ୍କ ଚର୍ତୁପାଶ୍ୱର୍ରେ ଉପସ୍ଥିତ ବସ୍ ମାନଙ୍କୁ ଦେଖିପାରିବେ ।

ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ, ଜାଣନ୍ତୁ ଏହାର ବିଶେଷତା
Image Credit: Mo Bus New Mobile App Launched

About the Author