Odisha News: ଝିଅ ବାହାଘର ପାଇଁ ରଖିଥିବା ଜିନିଷକୁ ଖାଇଗଲା ନିଆଁ

Odisha News: ଘୋଡ଼ା ଚଢା ଠାରୁ ସମ୍ପତ୍ତି ନାହିଁ ଘରପୋଡି ଠାରୁ ବଡ଼ ବିପତ୍ତି ନାହିଁ। ନିଆଁର ଆଁ ରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାର ର ୧୨ ବଖରା । ବାହାଘର ପାଇଁ ସଞ୍ଚୟ କରିଥିବା କଷ୍ଟ ଅର୍ଜିତ ଟଙ୍କା ଏବଂ ସୁନା ଅଳଙ୍କାର ପୋଡ଼ି ଛାରଖାର ହୋଇଗଲା । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶାଳବଣୀ ପଞ୍ଚାୟତର ପଣ୍ଡୁଆ ଗାଁରେ।

Odisha News: ଝିଅ ବାହାଘର ପାଇଁ ରଖିଥିବା ଜିନିଷକୁ ଖାଇଗଲା ନିଆଁ

About the Author