Odisha News: କଳାକାର ସହାୟତା ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: କଳାକାର ମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଆଉ ୩୦ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତଭୁକ୍ତ କରିବା ପାଇଁ ଆବେଦନ ପ୍ରକ୍ରିୟା ଗତ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

Odisha News: କଳାକାର ସହାୟତା ଆବେଦନ ଅବଧି ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

About the Author