Odisha News: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ, ମୃତଦେହକୁ ଜଗି ରହିଲା ମାଆ ହାତୀ

Baby Elephant Dead: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ମୃତ୍ୟୁ । ପୁଣି ଥରେ ଚମ୍ପୁଆ ରେଞ୍ଜରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ହୋଇଛି । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି ।

Odisha News: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ, ମୃତଦେହକୁ ଜଗି ରହିଲା ମାଆ ହାତୀ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author