Train from BBSR to Ayodhya: ଆଜି ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ‘ଆସ୍ଥା’ ସ୍ପେଶାଲ ଟ୍ରେନ୍

Train from Bhubaneswar to Ayodhya: ଭାରତୀୟ ରେଳବାଇ ପକ୍ଷରୁ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ନେଇ ବ୍ୟବସ୍ଥା କରାଯାଇଛି । ତେବେ ମଙ୍ଗଳବାର ଦିନ ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ଆଯୋଧ୍ଯା ଯାତ୍ରା କରିଛନ୍ତି ୧୪ ଶହ ଭକ୍ତ ।

Train from BBSR to Ayodhya: ଆଜି ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ‘ଆସ୍ଥା’ ସ୍ପେଶାଲ ଟ୍ରେନ୍
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author