Odisha News: ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

Odisha News: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ। ପୋଲିସ ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସିନ୍ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ।

Odisha News: ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

About the Author