BSKY: ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏହି ଦିନ ବଣ୍ଟାଯିବ ' ବିଏସକେଓ୍ବାଇ ନବୀନ କାର୍ଡ'

Biju Swasthya Kalyan Yojna: ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବ୍ଲକ୍ ସ୍ତରରେ ବିଏସକେଓ୍ବାଇ ନବୀନ କାର୍ଡ (BSKY Naveen Card) ବଣ୍ଟନ ଆରମ୍ଭ ହେବ। ଏଥିପାଇଁ ଚଳିତ ମାସ୨୯ ତାରିଖ ସୁଧା ସମସ୍ତ ବ୍ଲକ୍ ନୋଡାଲ୍ ଅଧିକାରୀଙ୍କୁ ଏକ ଓ୍ବେଲକମ୍ କିଟ୍ ପ୍ରଦାନ କରାଯିବ।

BSKY: ହିତାଧିକାରୀଙ୍କ ପାଇଁ ଖୁସି ଖବର,  ଏହି ଦିନ ବଣ୍ଟାଯିବ ' ବିଏସକେଓ୍ବାଇ ନବୀନ କାର୍ଡ'
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author