Odisha News: ନାଟମଣ୍ଡପର ମରାମତି କାମ ଆରମ୍ଭ, ୧୯ ସୁଦ୍ଧା ସାରିବାକୁ ନିଷ୍ପତ୍ତି

କାରିଗର ମାନେ ଠିଆ ହୋଇ ମରାମତି କରିବେ। ସ୍ୱତନ୍ତ୍ର ଡିଜାଇନ ଦ୍ୱାରା ପ୍ରସ୍ତୁତ ଷ୍ଟିଲ ବିମ ଲଗାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଵିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟାପର୍ଯ୍ୟନ୍ତ ଦୈନିକ ମରାମତି କାର୍ଯ୍ୟ ଚାଲିବ।

Odisha News: ନାଟମଣ୍ଡପର ମରାମତି କାମ ଆରମ୍ଭ, ୧୯ ସୁଦ୍ଧା ସାରିବାକୁ ନିଷ୍ପତ୍ତି

About the Author