Odisha News: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ, ମେସିନ୍ ବ୍ୟବହାର ପାଇଁ ରହିଛି ଏହି ସବୁ ସର୍ତ୍ତ

Odisha News: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ( Odisha High Court)ବଡ଼ ରାୟ । ବାଲିଘାଟରେ (Sand Mining )ମନମୁଖି ଭାବେ ମେସିନ୍ ବ୍ୟବହାର କରି ବାଲି ଉତ୍ତୋଳନ କରିପାରିବେ ନାହିଁ । ଯଦି କୌଣସି ବାଲିଘାଟରେ ମେସିନ୍ ବ୍ୟବହାର ଆବଶ୍ୟକତା ପଡେ ତେବେ, ସେଥିପାଇଁ ପରିବେଶ ଅନୁମତି ବାଧ୍ୟତାମୂଳକ ବୋଲି କହିଛନ୍ତି ହାଇକୋର୍ଟ (Orissa High Court, Cuttack)।

Odisha News: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ, ମେସିନ୍ ବ୍ୟବହାର ପାଇଁ ରହିଛି ଏହି ସବୁ ସର୍ତ୍ତ

About the Author