Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା

Train: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦିର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୧.୭ କିଲୋମିଟର ରେଳପଥକୁ ସମ୍ବଲପୁର ଆଇଆଇଏମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi) ଭିଡିଓ କନଫରେସିଂ ଯୋଗେ ଲୋକାର୍ପଣ କରିଛନ୍ତି।

Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା