Prime Minister Narendra Modi: କଂଗ୍ରେସକୁ ସମାଲୋଚନା, ବିଜେଡି ପାଇଁ ଶବ୍ଦଟେ ନାହିଁ

ମୋଦୀଙ୍କ ଭାଷଣରେ ରାଜନୀତିକ ଗନ୍ଧ ଥିଲେ ମଧ୍ୟ ସେଥିରେ ଶବ୍ଦଟିଏ ବି ନବୀନ ବା ବିଜେଡି ବିରୁଦ୍ଧରେ ନଥିଲା କି ରାଜ୍ୟ ସରକାରଙ୍କ ବିପକ୍ଷରେ ସେ ପଦଟିଏ କହି ନଥିଲେ। ଅର୍ଥାତ୍‍ କେନ୍ଦ୍ର-ରାଜ୍ୟରେ ଅଲଗା ଦଳ ଥିଲେ ବି କେହି କାହାର ବିରୁଦ୍ଧରେ ନାହାନ୍ତି ବୋଲି ତାହା ସ୍ପଷ୍ଟ କରିଛି।

Prime Minister Narendra Modi: କଂଗ୍ରେସକୁ ସମାଲୋଚନା, ବିଜେଡି ପାଇଁ ଶବ୍ଦଟେ ନାହିଁ

About the Author