Odisha Teachers Strike: ଓଷ୍ଟାର ଗଣଧାରଣା ଜାରି, ସାଧାରଣ ସମ୍ପାଦକଙ୍କ ଚେତାବନୀ ; ତୁରନ୍ତ ସମାଧାନ କର ନଚେତ୍...

Teacher Strike: ରାଜରାସ୍ତାରେ ୧୧ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ। ହେଲେ ସେମାନଙ୍କ ଦାବି ପୂରଣ ହେଉନି। ବାରମ୍ବାର ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ବି ସମସ୍ୟାର ସମାଧାନ ବାହାରୁନି। ରାଜ୍ୟ ସରକାର ତଥା ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟର ବିଷୟ। ଯଦି ଶିଘ୍ର ସମାଧାନ ନ କରନ୍ତି। ତେବେ, ଆଗାମୀ ଦିନରେ ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ ବୋଲି ଓଡି଼ଶା ମାଧ୍ୟମିକ ଶିକ୍ଷା ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଚା) ଚେତାବନୀ ଦେଇଛି।

Odisha Teachers Strike: ଓଷ୍ଟାର ଗଣଧାରଣା ଜାରି, ସାଧାରଣ ସମ୍ପାଦକଙ୍କ ଚେତାବନୀ ; ତୁରନ୍ତ ସମାଧାନ କର  ନଚେତ୍...

About the Author