Weather Update: କାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...
Advertisement

Weather Update: କାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather Update: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ରିପୋର୍ଟ ଆସିଛି । କେନ୍ଦୁଝର, ଗଞ୍ଜାମ, ସମ୍ୱଲପୁର ସମେତ ବରଗଡ, ନୟାଗଡ, ଖୋର୍ଦ୍ଧା, କଟକରେ ଘଡଘଡି ହେବା ସହ ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Post- 

ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କେନ୍ଦ୍ରାପଡା, ଯାଜପୁର, ଜଗତସିୁଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା, ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପାଗ ଶୁଖିଲା ମଧ୍ୟ ରହିବ । ତେବେ ୧୧ ମାର୍ଚ୍ଚରୁ ଦିନ ସମୟର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

Also Read- Odisha Politics: ଦିଲ୍ଲୀରେ ଭିକେ ପାଣ୍ଡିଆନଙ୍କ ସହ ବବି ଦାସ, ଚାଲିଛି ବୈଠକ !

Also Read- ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ