ଭୋଟ ଦେଇପାରିଲେନି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ରାଷ୍ଟ୍ରପତିଙ୍କୁ ଅଭିଯୋଗ

Antaryami Mishra: ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆଜି ଭୋଟ ଦେବାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେ ଭୋଟ ଦେଇ ନପାରି ଫେରି ଯାଇଛନ୍ତି।

ଭୋଟ ଦେଇପାରିଲେନି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ରାଷ୍ଟ୍ରପତିଙ୍କୁ ଅଭିଯୋଗ
Image Credit: Antaryami Mishra

About the Author