Advertisement
Photo Details/zeeodisha/odisha2521353
photoDetails0hindi

Famous Dishes: ଏହା ହେଉଛି ଓଡ଼ିଶାର ସେହି ୧୦ ପ୍ରସିଦ୍ଧ ବ୍ୟଞ୍ଜନ, ଯାହା ସାରା ଦୁନିଆରେ ପ୍ରସିଦ୍ଧ! ଦେଖନ୍ତୁ ଏଥିରେ ସାମିଲ୍ ଅଛି କି ଆପଣଙ୍କ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ....

Famous Dishes of Odisha: ଓଡ଼ିଶାର ଲୋକମାନେ ଖୁବ୍ ଖାଦ୍ୟ ପ୍ରିୟ। ସେମାନେ ଖାଇବା ଖାଇବାକୁ ଯେତିକି ପସନ୍ଦ କରନ୍ତି ସେତିକି ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବାକୁ ମଧ୍ୟ ପସନ୍ଦ କରନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାରର ଖାଦ୍ୟ ଖୁବ୍ ପ୍ରସ୍ତୁତ। ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ।

1/10

୧.ଦହିବରା-କଟକ

 

2/10

୨. ରସାବଳୀ-କେନ୍ଦ୍ରାପଡ଼ା

3/10

୩.ରସଗୋଲା-ସାଲେପୁର

 

4/10

୪.ଛେନାପୋଡ଼-ନୟାଗଡ଼

5/10

୫.ଡାଲମା-ପୁରୀ

6/10

୬.ମୁଢ଼ି ମାଂସ-ମୟୂରଭଞ୍ଜ

 

7/10

୭.ଚାଉଳ ବରା-ବଲାଙ୍ଗିର୍, ସମ୍ବଲପୁର

8/10

୮.ଛେନା ମୁଡ଼କି-ଭଦ୍ରକ

 

9/10

୯.ଛେନା ଝିଲି-ନିମାପଡ଼ା

 

10/10

୧୦.କାଇ ଚଟଣୀ-ମୟୂରଭଞ୍ଜ