Subhadra Yojana: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।
ମୋଦିଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ଭୁବନେଶ୍ବରର ଜନତା ମଇଦାନ।
ALSO READ: Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭରି ପିଛା ଏତିକି ଟଙ୍କା କମିଲା ସୁନା ରେଟ୍
ALSO READ: Guru Gochar 2024: ବୃହସ୍ପତିଙ୍କ ଚଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...
ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି।
ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାରମ୍ପାରିକ ନୃତ୍ୟ, ଗୀତ ଓ ବାଜାରେ ଝୁମୁଛନ୍ତି ଲୋକେ।
ବିଶେଷକରି, ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଏନେଇ ଶହ ଶହ ମହିଳା ଜନତା ମଇଦାନ୍ ଅଭିମୁଖେ ଯାତ୍ରା କରିଛନ୍ତି।
ଏହି ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଯୋଗ୍ୟ ମହିଳା ହିତାଧିକାରୀମାନେ ୫ ବର୍ଷ ପାଇଁ ଏମିତି ବାର୍ଷିକ ଦୁଇଟି କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ଯିବ।
ସେପଟେ, ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ ରେ ଏହା ଲେଖିଛନ୍ତି ଯେ, ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଛନ୍ତି। ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବାରେ ସାହାର୍ଯ୍ୟ କରିବ। ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ବୋଲି ସେ କହିଛନ୍ତି।

ट्रेन्डिंग फोटोज़