କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର

ଗୋଲମୁଡା ଅନ୍ତର୍ଗତ ଡୋକରିପଡା ନିକଟରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର

About the Author