Railway Budget 2024: ଓଡ଼ିଶାକୁ ୧୦ହଜାର ୫୩୬ କୋଟି, ହାତୀଙ୍କ ଗତିବିଧି ଜାଣିବାକୁ ଆଇଡିଏସ୍‍

୮୨୭ କିଲୋମିଟର ସମ୍ପୂର୍ଣ୍ର ଭାବେ ସୁରକ୍ଷିତ ହୋଇପାରିବ। ୩୦୪୦ କିଲୋମିଟର ଅପ୍ଟିକାଲ୍‍ ଫାଇବର ଲାଇନ, ୧୮୬ଷ୍ଟେସନରେ ୨୬୯ ଟେଲିକମ ଟାଓ୍ୱାର ସ୍ଥାପନ କରାଯିବା ବ୍ୟବସ୍ଥା କରାଯାଇଛି। ହାତୀ ମୃତ୍ୟୁକୁ ରୋକିବା ଲାଗି ଏଥର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳ ଟ୍ରାକ୍‍ରେ ହାତୀ ପ୍ରବେଶ କରିଲେ ସଙ୍କେତ ପାଇବା ଲାଗି ସ୍ୱତନ୍ତ୍ର ଅନୁପ୍ରବେଶଚିହ୍ନଟ ବ୍ୟବସ୍ଥା ( ଆଇଡିଏସ୍‍) ଲଗାଯିବାକୁ ବ୍ୟବସ୍ଥା କରାଯାଇଛି।

Railway Budget 2024: ଓଡ଼ିଶାକୁ ୧୦ହଜାର ୫୩୬ କୋଟି, ହାତୀଙ୍କ ଗତିବିଧି ଜାଣିବାକୁ ଆଇଡିଏସ୍‍

About the Author