Rathayatra 2024: ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଦ୍ୱତୀୟ ଦିନ।ଗତକାଲି ସୂର୍ଯ୍ୟାସ୍ତ ପରେ ଅଟକି ରହିଥିବା ତିନି ରଥକୁ ଟଣାଯାଇ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିଲା।ଗତକାଲି ପରି ଆଜି ମଧ୍ୟ ରଥ ଟାଣିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।ଡ଼ିଜ

Rathayatra 2024: ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା

About the Author