Samir Dash: ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ସମୀର ରଞ୍ଜନ ଦାଶ

Sameer Das: ସମୀର କହିଛନ୍ତି, '୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ତା ହରାଇଛନ୍ତି। ନେତା ଯେହେତୁ ମୋ ଉପରୁ ଆସ୍ତା ହରାଇଛନ୍ତି ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ମନେ ହେଉନାହିଁ।' ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।

Samir Dash: ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ସମୀର ରଞ୍ଜନ ଦାଶ

About the Author