School Open: ରାଜ୍ୟରେ ସ୍କୁଲ୍ ଖୋଲିବାକୁ ନେଇ ବଡ଼ ଅପଡେଟ

School Open: ପୂର୍ବରୁ ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳ(Collector)ଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା ।

School Open: ରାଜ୍ୟରେ ସ୍କୁଲ୍ ଖୋଲିବାକୁ ନେଇ ବଡ଼ ଅପଡେଟ

About the Author