Odisha News: ଶୀତ କାକରରେ ଭିଜି ଭିଜି ମାସେ ହେବ ଧାରଣାରେ ବସିଛନ୍ତି ଶ୍ରମିକ, ଶୁଣିବାକୁ କେହି ନାହିଁ..

Odisha News: ମାସେ ବାର ଦିନ ପୁରିଗଲା। ଏବେବି ଶୀତ କାକରରେ ଭିଜି ଭିଜି ଧାରଣା ଜାରି ରଖିଛନ୍ତି ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାର ସାଉଥ ଗେଟ ୬ ନମ୍ବର ଫାଟକ ଆଗରେ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ପାଇପ ଲାଇନ ଡିଭିଜନର ଶ୍ରମିକମାନଙ୍କ ଧାରଣା ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି ।

Odisha News: ଶୀତ କାକରରେ ଭିଜି ଭିଜି ମାସେ ହେବ ଧାରଣାରେ ବସିଛନ୍ତି ଶ୍ରମିକ, ଶୁଣିବାକୁ କେହି ନାହିଁ..

About the Author