ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌; ବାଦ୍ ପଡ଼ିଥିବା ୨୨% ମହିଳାଙ୍କୁ କାଲି ମିଳିବ ଟଙ୍କା
Advertisement
Article Detail0/zeeodisha/odisha2527196

ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌; ବାଦ୍ ପଡ଼ିଥିବା ୨୨% ମହିଳାଙ୍କୁ କାଲି ମିଳିବ ଟଙ୍କା

subhadra scheme: ଏହାସହ ନୋଡାଲ ଏଜେନ୍ସି ନିଯୁକ୍ତ ହେବ। କେହି ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି। ଏହାଛଡ଼ା ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏଯାବତ ୧ କୋଟି ୧୬ ଲ%ରେ ସୁଭଦ୍ରା ଆବେଦନ ପହଞ୍ଚିଲାଣି।

ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌; ବାଦ୍ ପଡ଼ିଥିବା ୨୨% ମହିଳାଙ୍କୁ କାଲି ମିଳିବ ଟଙ୍କା

ଭୁବନେଶ୍ଵର: ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି। ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି। ତେବେ ଯେଉଁ ଆବେଦନକାରୀ ବାଦ୍ ପଡିଛନ୍ତି ସେମାନଙ୍କର ଜମି ଯୋଗ୍ୟତା ପାଇଁ କଟିଛି ବୋଲି ମନ୍ତ୍ରୀ କହିଛନ୍ତି। 

ଏହାସହ ନୋଡାଲ ଏଜେନ୍ସି ନିଯୁକ୍ତ ହେବ। କେହି ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି। ଏହାଛଡ଼ା ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏଯାବତ ୧ କୋଟି ୧୬ ଲ%ରେ ସୁଭଦ୍ରା ଆବେଦନ ପହଞ୍ଚିଲାଣି।