Odisha Accident:ଭୟଙ୍କର ଦୁର୍ଘଟଣା, ୨ ମୃତ ଓ ଜଣେ ଗୁରୁତର

Odisha Accident: ସରସ୍ୱତୀ ପୂଜାରେ ବଡ଼ ଅଘଟଣ। ବେଆଇନ୍ ପାର୍କିଂ ଚାଲିଗଲା ୨ ନିରୀହ ଜୀବନ।ପୁଣି ବେଆଇନ୍ ପାର୍କିଂ ନେଲା ଦୁଇ ଜୀବନ। କେନ୍ଦୁଝର(Keonjhar) ଜିଲ୍ଲା ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ରୋଇଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

Odisha Accident:ଭୟଙ୍କର ଦୁର୍ଘଟଣା, ୨ ମୃତ ଓ ଜଣେ ଗୁରୁତର

About the Author