୨୩ରେ ପୁଣିଥରେ ଭୋଟ, କନ୍ଧମାଳର ୨ ବୁଥରେ ହେବ ମତଦାନ

ଯେଉଁ ଦୁଇ ବୁଥରେ ପୁଣିଥରେ ନିର୍ବାଚନ ହେବ ସେଗୁଡ଼ିକ ହେଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା ୨୬ ଏବଂ ୨୮। ୨୩ ତାରିଖ ଗୁରୁବାରଦିନ ଏହି ଦୁଇ ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ଭୋଟଦାନ ଚାଲିବ।

୨୩ରେ ପୁଣିଥରେ ଭୋଟ, କନ୍ଧମାଳର ୨ ବୁଥରେ ହେବ ମତଦାନ

About the Author