Heat Wave: ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା

Heat Wave: ରାଜ୍ୟରେ ଉପରମୁହାଁ ତାପମାତ୍ରା । ମାଘ ମାସ ନସରୁଣୁ କଲବଲ କରୁଛି ତାତି । ଦିନରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଏମିତି କି, ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର କରିଛି ।

Heat Wave: ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା

About the Author