କିଛି ଅଲଗା ଅପେକ୍ଷା କରୁଛି ମାର୍ଚ୍ଚ-୫, ଏନ୍‍ଡିଏକୁ ଫେରିବକି ବିଜେଡି !

ଏନ୍‍ଡିଏରେ ନଥାଇ, ସମଦୂରତ୍ୱ କଥା କହି ସବୁ ସମୟରେ କେନ୍ଦ୍ରରେ ବିଜେପିକୁ ସମର୍ଥନ ଘୋଷଣା କରୁଥିବା ବିଜେଡିକୁ ଏନ୍‍ଡିଏ ପରିସରକୁ ଆଣିବାକୁ ଗୁରୁତ୍ୱ ନଦେଇପାରେ ବିଜେପି। ଏଣୁ ଅପେକ୍ଷା ରହିବ ସେହି ଘୋଷଣା ଓ ମୁହୂର୍ତ୍ତକୁ

କିଛି ଅଲଗା ଅପେକ୍ଷା କରୁଛି ମାର୍ଚ୍ଚ-୫, ଏନ୍‍ଡିଏକୁ ଫେରିବକି ବିଜେଡି !

About the Author