Top 10 News Today: ଟି-୨୦ ବିଶ୍ୱକପରେ ରୋହିତଙ୍କ ଛକା ବର୍ଷା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 24 June 2024: ଆଜି ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ମ୍ୟାଚ୍ ଖେଳାଯାଉଛି। ସେଣ୍ଟ ଲୁସିଆର ଡାରେନ୍ ସାମି ନେସନାଲ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Today: ଟି-୨୦ ବିଶ୍ୱକପରେ ରୋହିତଙ୍କ ଛକା ବର୍ଷା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Image Credit: Top 10 News Headlines Odisha 24 June 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments