7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ବଡ଼ ଖୁସି ଖବର, ବଢ଼ିବ ବେସିକ୍ ଦରମା!

Fitment Factor Update: କେନ୍ଦ୍ର କର୍ମଚାରୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ଯେ ସେମାନଙ୍କ ଫିଟମେଣ୍ଟ ଫ୍ୟାକ୍ଟରକୁ ସଂଶୋଧନ କରାଯାଉ । ନୂତନ ଆର୍ଥିକ ବର୍ଷରେ ସମୀକ୍ଷା କରି ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ବୃଦ୍ଧି କରିପାରିବେ ବୋଲି ସୂତ୍ରରୁ ପ୍ରକାଶ । ସରକାରୀ କର୍ମଚାରୀଙ୍କ ବର୍ତ୍ତମାନର ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ । ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ...

7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ବଡ଼ ଖୁସି ଖବର, ବଢ଼ିବ ବେସିକ୍ ଦରମା!

About the Author