ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ

ACF Soumya Death Case: ପାରଳାଖେମୁଣ୍ତି ଏସଡ଼ିଜେଏମ୍ କୋର୍ଟଙ୍କ ସମନ ପରେ ପୋଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀ ରହୁଥିବା କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢଉ କରିଥିଲେ । ହେଲେ ସେଠାରେ ବିଦ୍ୟାଭାରତୀ ନଥିଲେ । ଏନେଇ ତାଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରାଯାଇଛି ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ
Image Credit: ସୌ(ସୋସିଆଲ ମିଡିଆ)

About the Author