Pushpa 3:ପୁଷ୍ପା ପାର୍ଟ୍ ଟୁ ରିଲିଜ୍ ପୂର୍ବରୁ ଆସିଲା ପାର୍ଟ୍ ଥ୍ରି ଉପରେ ଅପଡେଟ୍,ଜାଣନ୍ତୁ ସତ କ’ଣ ?

2024 ମସିହାରେ ଭାରତ ଯଦି କୌଣସି ଫିଲ୍ମକୁ ଅତି ଉତ୍ସୁକତାର ସହିତ ଅପେକ୍ଷା କରିଛି ତେବେ ସେହି ଫିଲ୍ମ ହେଉଛି ସାଉଥ୍ ଷ୍ଟାର୍ ଆଲୁ ଅର୍ଜୁନଙ୍କ ପୁଷ୍ପା 2 । ପୁଷ୍ପା ପାର୍ଟ ଟୁ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପ୍ରକାଶଥାଉ କି, ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ସ୍ୱାଧୀନତା ଦିବସ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରର ନିର

Pushpa 3:ପୁଷ୍ପା ପାର୍ଟ୍ ଟୁ ରିଲିଜ୍ ପୂର୍ବରୁ ଆସିଲା ପାର୍ଟ୍ ଥ୍ରି ଉପରେ ଅପଡେଟ୍,ଜାଣନ୍ତୁ ସତ କ’ଣ ?
Image Credit: SOCIAL MEDIA

About the Author