Phone Save Tips: ସାବଧାନ: ବୋମା ଭଳି ଫାଟିପାରେ ଆପଣଙ୍କ ଫୋନ, ଭୁଲରେ ବି କରନ୍ତୁ ନି ଏହି ଭୁଲ

ନୂଆଦିଲ୍ଲୀ: ଆମ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍ ଏକ ଜରୁରୀ ଉପକରଣ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ରୂପ ନେଇ ସାରିଛି। ଏପରିକି କ୍ୟାମେରା, କାଲକୁଲେଟର, ଫଟୋ ଆଲବମ୍, ରିମାଇଣ୍ଡର୍ ଇତ୍ୟାଦି ସହିତ ଅନେକ ଜିନିଷ ପାଇଁ ବ୍ୟବହୃତ ଏକକ ଉପକରଣ ହୋଇପାରିଛି। ଆମେ ଏକ ଫୋନ୍ ମାଧ୍ୟମରେ ଅନେକ କାର୍ଯ୍ୟ ସମାପ୍ତ କରୁ, ଯେଉଁଥିପାଇଁ ଏହାର ଆବଶ୍ୟକତା ବଢ

Phone Save Tips: ସାବଧାନ: ବୋମା ଭଳି ଫାଟିପାରେ ଆପଣଙ୍କ ଫୋନ, ଭୁଲରେ ବି କରନ୍ତୁ ନି ଏହି ଭୁଲ

About the Author