Bangladesh MP Murder Case: ବାଂଲାଦେଶର ସାଂସଦଙ୍କୁ ଏଭଳି ନିର୍ମମ ହତ୍ୟା! ଜାଣିଲେ ଟାଙ୍କୁରି ଉଠିବ ଲୋମ

Bangladesh MP Murder Case: ପ୍ରଥମେ ପିଟିପିଟି ତାଙ୍କୁ ହତ୍ୟା କରାଯାଇଥିଲା। ପରେ ହତ୍ୟାକାରୀମାନେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ହାଡ ଭାଙ୍ଗି ସମସ୍ତ ଜିନିଷ ବ୍ୟାଗରେ ପ୍ୟାକ୍ କରି ଦାହ କରିବା ପାଇଁ ଛାଡିଥିଲେ। ଉଭୟ ବ୍ୟାଗ କେଉଁଠାରେ ପକାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Bangladesh MP Murder Case: ବାଂଲାଦେଶର ସାଂସଦଙ୍କୁ ଏଭଳି ନିର୍ମମ ହତ୍ୟା! ଜାଣିଲେ ଟାଙ୍କୁରି ଉଠିବ ଲୋମ

About the Author